ଶାରି

ଉଇକିଅଭିଧାନ‌ରୁ

ଶାରି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବି—(ଶୃ ଧାତୁ=ବଧ କରିବା+କର୍ତ୍ତୃ. ଈ;)[ସମ୍ପାଦନା]

୧. (ପୁଂ)—ଅକ୍ଷ ଗୁଟିକା; ପାଶକ; ପଶା ଖେଳର ଗୋଟି; ପାଶ କ୍ରିଡ଼ାର ବଳ —୧. A chessmen; balls of metal, wood or ivory used in the game of dice.
୨. (ସ୍ତ୍ରୀ)—ମଇନା; ଶାରୀ ପକ୍ଷୀ —୨. The myna. bird; Gracula Raeligiosa.
୩. ବିଣା ବଜାଇବାର ଯଷ୍ଟି — ୩. A stick used in tuning the harp.
୪. (+କର୍ମ ଇ)ଯୁଦ୍ଧ ସମୟରେ ହାତୀ ପିଠିରେ ପକାଯିବା ପଲାଣ —୪. A cushion put on the back of a war elephant; the pack saddle of a war-elephant.
୫. ପ୍ରତାରଣା; ଛଳ —୫. Cheating; deception.
୬. ନିନ୍ଦାବାଦ —୬. Rebuke; censure .
୭. ଏକ ପ୍ରକାର ଗୀତ (ହିନ୍ଦୀ - ଶ) —୭. A kind of song.

ଦେଶଜ - ବିଶେଷ୍ୟ - (ସ୍ତ୍ରୀ)[ସମ୍ପାଦନା]

ସ୍ତ୍ରୀ ଲୋକଙ୍କ ନାନ —A name given to females.