ଶାର୍ଦ୍ଦୂଳୀ

ଉଇକିଅଭିଧାନ‌ରୁ

ଶାର୍ଦ୍ଦୂଳୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶାର୍ଦ୍ଦୂଳ; ଏଥିରେ ଶାର୍ଦ୍ଦୂଳର ବା ବ୍ୟାଘ୍ରର ଚିତ୍ର ଚିତ୍ରିତ ହେଉଥିବାରୁ)[ସମ୍ପାଦନା]

୧. କବାଟର ଚଉକାଠ ଉପରେ ଦିଆଯିବା ଚଉଡ଼ାପଟା — ୧. A plank put over the doorframe over which the upper wall is raised.
୨. କୋଠାର ବା ଚାଳଘରର ବରଗାର ମୁଣ୍ଡରେ ଦିଆଯିବା ପଟା ୨. The plate put at the end of rafters.
୩. ଶଗଡ଼ର କନ୍ଦଳ —୩. Part of a bullock cart; the wooden pin passing through the heads of the two poles joined together at the front where the yoke is tied to them.