ଶିକାର

ଉଇକିଅଭିଧାନ‌ରୁ

ଶିକାର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ଓ ବୈଦେଶିକ - ବି—(ସଂସ୍କୃତ - ଶ୍ରୀକାରୀ=ମୃଗବିଶେଷ; ଫାରାସୀ - ଶୀକାର=ମୃଗୟାଲବ୍ଧ ଜୀବ)[ସମ୍ପାଦନା]

୧. ମୃଗୟା —୧. Hunting chase.
୨. ମୃଗୟାର୍ଥ— ପଶୁ —୨. A beast of prey for hunting.

===ପ୍ରାଦେଶିକ - (ଗଡ଼ଜାତ ଓ ସମ୍ୱଲପୁର) ବିଶେଷ୍ୟ - (ତୁଳ. ହିନ୍ଦୀ - ଏହି ଅର୍ଥରେ ଏହି ଶବ୍ଦ)

୧. ମୃଗୟା ଲବ୍ଧ ମାଂସ —୧. Meat obtained by hunting.
୨. ଖାଦ୍ୟ ମାଂସ —୨. Meat.
୩. ମୃଗୟାହତ ଜନ୍ତୁ — ୩. Animal killed by a hunter; prey.
୪. (ଲକ୍ଷଣାର୍ଥ) ଖାଦ୍ୟ —୪. Food.
୫. (ଲକ୍ଷଣାର୍ଥ) ଯେଉଁ ବ୍ୟକ୍ତି ବା ଲୋଭନୀୟ ବସ୍ତୁ ଆୟତ୍ତ ବା ଅଧିକୃତ ହେଲେ କୌଣସି ବ୍ୟକ୍ତିର ଲାଭ ବା ଆନନ୍ଦ ବା ମଉଜ ହୁଏ —୫. (figurative) Any person or article on getting whom under one's control, one gains much or derives pleasures.
୬. (ଲକ୍ଷଣାର୍ଥ) କୌଣସି ହିଂସ୍ର, ଜନ୍ତୁଦ୍ୱାରା ବା ଭୟଙ୍କର ରୋଗଦ୍ୱାରା ଆକ୍ରାନ୍ତ ହୋଇ ମରିବା ବ୍ୟକ୍ତି —୬. (figurative) A person who becomes a prey or succombs to the attack of a wild animal or fell disease

(ଯଥା—ଏ ବରଷ ଅମୁକ ଗ୍ରାମରେ ପ୍ରାୟ ଶହେ ଲୋକ ହଇଜାରେ ଶିକାର ହେଲେ)