ଶିକୁଳା ଘାସ

ଉଇକିଅଭିଧାନ‌ରୁ

ଶିକୁଳା ଘାସ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଅଗରେ ଜଟା ବା ପକ୍ଷ ବିଶିଷ୍ଟ ଲମ୍ୱ, ଟାଣୁଆ ଓ ସରୁ ଦଣ୍ଡ ବାହାରି ଥିବା ଏକ ପ୍ରକାର ବନ୍ୟ ଘାସ —A kind of wild grass with a long feathered stem coming out of it; Heteropogen Contortus (Haines).

[ଦ୍ରଷ୍ଟବ୍ୟ —ଏ ଘାସର ଦଣ୍ଡାଗ୍ରରେ ଥିବା ଜଟା ବାଘର ଦେହରେ ଲାଗିବା ଭୟରେ ଏ ଘାସ ବଢ଼ିଥିବା ବାଟରେ ବାଘ ପାଏ ନାହିଁ ଏହା ୫ ଫୁଟ ପର୍ଯ୍ୟନ୍ତ ଉଚ୍ଚ ହୁଏ; ଢ଼ିପ ଓ ଅନୁର୍ବର ମାଟିରେ ବଢ଼େ ଏହା ଚାଳ ଘର ଛପର କରିବାରେ ନଡ଼ା (ଛଣ) ପରି ଲାଗେ ଏ ଘାସ ବଢ଼ିଥିବା ବାଟ ଦେଇ ମନୁଷ୍ୟ ଗଲେ ଏଥିର ଶିଙ୍ଘମାନ ପଥିକର ଲୁଗାରେ ଫୋଡ଼ି ହୋଇଯାଏ]