ଶିକ୍
ଦେଖଣା
ଶିକ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବୈଦେଶିକ - ବିଶେଷ୍ୟ - (ସଂସ୍କୃତ - ଶଳାକା ବା ଶିଖା ଫାରାସୀ - ସୀଖ)
[ସମ୍ପାଦନା]- ୧. ଲୁହାର ସରୁ ଯଷ୍ଟି ବା ଦଣ୍ଡ —୧. Thin iron rod.
- ୨. ଶିଖ୍ (ଦେଖ) - —୨. Ṡikh (See)
ବୈଦେଶିକ - ବି (ଫା)
[ସମ୍ପାଦନା]ଯଷ୍ଟି ଆକାର ବିଶିଷ୍ଟ ପୂର୍ବକାଳରେ ପ୍ରଚଳିତ ଦେଶୀ ବନ୍ଧୁକ — A kind of old country gun as thin as a rod.