ଶିକ୍ଷକ

ଉଇକିଅଭିଧାନ‌ରୁ

ଶିକ୍ଷକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

[ଶିକ୍ଷ(କ୍ଷି)କା—ସ୍ତ୍ରୀ]
  • (file)
  • (file)
  • (file)

ସଂସ୍କୃତ - ବିଶେଷ୍ୟ - ପୁଂ—(ଶିକ୍ଷ୍ ଧାତୁ ଣିଚ୍=ଶିକ୍ଷି ଧାତୁ+କର୍ତ୍ତୃ. ଅକ; କିମ୍ୱା ଶିକ୍ଷା+ଜ୍ଞାତାର୍ଥେ. କ; ଢୁଳ. ମୀମାଂସକ)[ସମ୍ପାଦନା]

୧. ଯେ ପାଠ ପଢ଼ାନ୍ତି; ଅଧ୍ୟାପକ; ଶିକ୍ଷାଗୁରୁ — ୧. Teacher; tutor; preceptor.

[ଦ୍ରଷ୍ଟବ୍ୟ — ଏଥିର ସ୍ତ୍ରୀଲିଙ୍ଗରେ ଶିକ୍ଷକା ଓ ଶିକ୍ଷିକା କିନ୍ତୁ ସାଧାରଣତଃ ଲେଖକମାନେ ଶିକ୍ଷୟତ୍ରୀ ଶବ୍ଦ ବ୍ୟବହାର କରନ୍ତି ଶିକ୍ଷା ଦିଆ ଯାଉଥିବା ଭିନ୍ନ ଭିନ୍ନ ସ୍ଥାନ ଓ ବିଷୟ ଅନୁସାରେ ଶିକ୍ଷକଙ୍କର ଉପାଧି ହୁଏ ଯଥା—ଗୃହ ଶିକ୍ଷକ; ବିଦ୍ୟାଳୟ ଶିକ୍ଷକ; ବିଜ୍ଞାନ ଶିକ୍ଷକ, ଗଣିତ ଶିକ୍ଷକ]

୨. ଶାସନ— କର୍ତ୍ତା; ଶାସକ —୨. Controller; ruler.
୩. ତାଲିମ ବଲାବାଲା — ୩. Trainer (M.W.)

ସଂସ୍କୃତ - ବିଣ[ସମ୍ପାଦନା]

ଶିକ୍ଷା ଦାନ କାରୀ (ବ୍ୟକ୍ତି) —Teaching.