ଶିକ୍ଷା ଦେବା

ଉଇକିଅଭିଧାନ‌ରୁ

ଶିକ୍ଷା ଦେବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି[ସମ୍ପାଦନା]

୧. ଛାତ୍ରାଦିଙ୍କୁ କୌଣସି ବିଷୟ ବା ଶାସ୍ତ୍ରାଦି ଶିଖାଇବା —. To impart education; to teach; to train.
୨. ଦଣ୍ଡ ଦେବା —୨. To mete out punishment.
୩. ପରାମର୍ଶ ଦେବା; ମନ୍ତ୍ରଣା ଦେବା; ଉପଦେଶ ଦେବା —୩. To advise.

(ଉ—ଭାଇଙ୍କି ଘେନି ତୀର୍ଥ ଯିବେ ଶିକ୍ଷାଦେବ କୃଷ୍ଣସିଂହ ମହାଭାରତ ବନ)

୪. (ମନ୍ଦାର୍ଥ) କୁପରାମର୍ଶ ଦେବା —୪. To give bad advice.