ଶିବ

ଉଇକିଅଭିଧାନ‌ରୁ

ଶିବ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

[ଶିବା—ସ୍ତ୍ରୀ] 

=== ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ [ଶୀ ଧାତୁ=(ଅଣିମାଦି ଗୁଣ) ଶୋଇବା+ଅଧିକରଣ ଅ; କିମ୍ୱା ଶୋ ଧାତୁ [ଅଶୁଭ] ନାଶକରିବା+କର୍ତ୍ତୃ କ; ଯେ ଅନିଷ୍ଟ ନାଶ କରନ୍ତି]

୧. ମହାଦେବ, ଶଙ୍କର; ଈଶ୍ୱରଙ୍କର ତ୍ରମୂର୍ତ୍ତି ମଧ୍ୟରୁ ଏକତମ — ୧. God Mahādeba, one of the trinity of the Hindu pantheon.

[ଦ୍ରଷ୍ଟବ୍ୟ —ହିନ୍ଦୁ ମତରେ ବ୍ରହ୍ମା—ସୃଷ୍ଟି କରନ୍ତି, ବିଷ୍ଣୁ ପାଳନ କରନ୍ତି ଓ ଶିବ ବିନାଶ କରନ୍ତି ପୁରାଣ ସମୂହରେ ଓ ରାମାୟଣ ଓ ମହାଭାରତରେ ଶିବ ମହାତ୍ମ୍ୟ, କୀର୍ତ୍ତିତ ହୋଇ ଅଛି ବେଦ ଓ ସଂହିତାରେ ଯେ ରୁଦ୍ର ବୋଲି ପରିଚିତ, ରାମାୟଣ, ମହାଭାରତ ଓ ପୁରାଣାଦିରେ ସେହି ଶିବ ନାମରେ ପ୍ରସିଦ୍ଧି ଲାଭ କରିଅଛନ୍ତି ମହାଭାରତ ଅନୁ— ଶାସନ ପର୍ବରେ ୧୭: ଅଧ୍ୟାୟରେ ଶିବଙ୍କ ସହସ୍ର ନାମ ଅଛି ଶିବଙ୍କର ଅନ୍ୟ ନାମ:—ଶମ୍ୱୁ, ଈଶ, ପଶୁପତି, ଶୂଳୀ, ବାସୁଦେବ, ମହେଶ୍ୱର, ଈଶ୍ୱର, ଶର୍ବ୍ୱ, ଈଶାନ, ମୃତ୍ୟୁଞ୍ଜୟ, ଶଙ୍କର, ଚନ୍ଦ୍ରଶେଖର, ଭୂତେଶ, ହରରୂପ, ଖଣ୍ଡ— ପରଶୁ, ଗିରିଶ, ଗିରୀଶ, ଜୟନ୍ତ, ମୃଡ଼, କୃତ୍ତିବାସ, ପିନାକୀ ବିଶ୍ୱେଶ, ପ୍ରଥମାଧିପ, ଉଗ୍ର, କପର୍ଦ୍ଦୀ, ଶ୍ରୀକଣ୍ଢ, ଧରଣୀଣ୍ୱର, କପାଳ, ଭୃତ୍, ବାମଦେବ, ସିଦ୍ଧଦେବ, ମହାଦେବ, ବିରୁପାକ୍ଷ, ତ୍ରିଲୋଚନ, ବ୍ୟୋମଦେବ, କୃଶାନୁରେତାଃ ସର୍ବଜ୍ଞ, ଧୂର୍ଜଟି, ଜଟାଧର, ନୀଳଲୋହିତ, ହାର , ସ୍ମରହର ଭର୍ଗ, କଙ୍କାଳମାଳୀ, ତ୍ର୍ୟମ୍ୱକ. ତ୍ରିପୁରାନ୍ତକ, ଗଙ୍ଗାଧର, ଭୀଷଣ, ଅନ୍ଧକିରପୁ, କ୍ରତୁଧ୍ୱଂସୀ, ବୃକ୍ଷଧ୍ୱଜ, ବ୍ୟୋମକେଶ, ଭୀରୁ, ଭବ, ଭୀମ, ସ୍ଥାଣୁ, ରୁଦ୍ର, ଉମାପତି, ହୀର, ହିଣ୍ଡୀ, ଭରୁ, ବୃକ୍ଷପର୍ବା, ରେରିହାଣ, ଭଗାଳୀ, ବରାକ, କଣ୍ଠେ— କାଳ, ପାଂଶୁଚନ୍ଦନ, ଦିଗମ୍ୱର, ଅଟ୍ଟହାସ, ବୀର, ଭଦ୍ର, ପଞ୍ଚାନନ, କାଳଞ୍ଜର, ପୁରଦ୍ୱିଟ, ବୃଷାକପି, ମହାକାଳ, ଖଣ୍ଡ, ପର୍ଶୁ, ନନ୍ଦବର୍ଦ୍ଧନ, ଖରୁ ଭୂରି, କଟୂପ୍ରୂ, ଭୈରବ, ଭୃତ ନାଥ, ତୀବ୍ର, ଧ୍ରୂବ, ଶିବିବିଷ୍ଟି, ଗୁଡ଼ାକେଶ, ଦେବଦେବ, ଶୂଳଧର, ମହାନଟ, ସନ୍ଧ୍ୟାନାଟୀ, ସୁପ୍ରାସାଦ, ବୃଷଭଧ୍ୱଜ. ଚନ୍ଦ୍ରାପୀଡ଼, ଶିପିବିଷ୍ଟ, ବରେଶ୍ୱର, ବିଶ୍ୱେଶ୍ୱର, ବିଶ୍ୱନାଥ, କାଶୀନାଥ, କୁଳେଶ୍ୱର, ଅସ୍ଥିମାଳୀ, ବିଶାଳାକ୍ଷ, ପ୍ରିୟତମ, ବିଷମାକ୍ଷା, ଊର୍ଦ୍ଧ୍ୱରେତାଃ, ଯମାନ୍ତକ, ନନ୍ଦୀଶ୍ୱର, ଅଷ୍ଟମୂର୍ତ୍ତି, ଅଧୀଶ, ଖୋଚର, ଭୃଙ୍ଗୀଶ, ଅର୍ଦ୍ଧନାରୀଶ, ରସନାୟକ, ପିନାକପାଣି, ଫଣୀଧରଧର, ମହାକାଳ, କୌଳାଶନିକେତନ ହିମାଦ୍ରିତନୟାପତି]

୨. ବେଦ —୨. The Bedas.
୩. ହିନ୍ଦୁ ଜ୍ୟୋତିଷୋକ୍ତ ବିଷ୍ଣୁମ୍ଭାଦି ଅନ୍ତର୍ଗତ ଯୋଗ ବିଶେଷ —୩. One of the auspicious conjunction in the Hindu astrology.
୪. ମୋକ୍ଷ; ମୁକ୍ତି —୪. Salvation.
୫. ପାରଦ —୫. Mercury quick-silver.
୬. ଶିବଲିଙ୍ଗ —୬. The phallic emblem of God Mahādeba representing the male organ of generation.
୭. ସୈନ୍ଧର୍ବ ଲବଣ —୭. Rock salt.
୮. ଜଳ —୮. Water.
୯. ଶୁଭ୍ର; ମଙ୍ଗଳ — ୯. Bliss, prosperty.
୧. ସୁଖ —୧୦. Happiness.
୧୧. ଶଙ୍କୁ; ଖୁଣ୍ଟା (ହିନ୍ଦୀ - ଶ.) —୧୧. Peg.
୧୨. ଗୁଗ୍ଗୁଳ (ହିନ୍ଦୀ - ଶ.) —୧୨. Bdellium.
୧୩. ବୃକ୍ଷ ବିଶେଷ (ହିନ୍ଦୀ - ଶ) —୧୩. A kind of tree.
୧୪. କଳା ଧାତୁରା (ହିନ୍ଦୀ - ଶ) —୧୪. The black variety of Detura Fastuosa.
୧୫. ଦେବ (ହିନ୍ଦୀ - ଶ.) —୧୫. Deity.
୧୬. ଶୁଭଗ୍ରହ (ହିନ୍ଦୀ - ଶ.) — ୧୬. Auspicious planet.
୧୭. ରୁଦ୍ର; କାଳ (ହିନ୍ଦୀ - ଶ.) —୧୭. Time personified.
୧୮. ବସୁ ଦେବତା (ହିନ୍ଦୀ - ଶ.) —୧୮. Basu Deity.
୧୯. ମୃଗ ବିଶେଷ (ହିନ୍ଦୀ - ଶ.) —୧୯. A kind of deer.
୨. ଏକ ପ୍ରକାର ଗୌଡ଼ୀ ମଦିରା (ହିନ୍ଦୀ - ଶ.) —୨୦. A kind of spirit distilled from mollases
୨୧. ପ୍ଳକ୍ଷ ଦ୍ୱୀପ ବା ଜମ୍ୱୁ ଦ୍ୱୀପର ଏକ ବର୍ଷବ ନାମ (ହିନ୍ଦୀ - ଶ.)
୨୧. Name of a mythological division of the Plaksha or Jambu dwīpa.

୨୨. ନୃତ୍ୟ ବିଶେଷ (ହିନ୍ଦୀ - ଶ.) —୨୨. A kind of dancing.
୨୩. ଛନ୍ଦୋବିଶେଷ (ହିନ୍ଦୀ - ଶ.) —୨୩. Name of a Sanscrit metre.

[ଦ୍ରଷ୍ଟବ୍ୟ —ଏଥିର ପ୍ରତ୍ୟେକ ଚରଣ ୫ ଓ ୬ର ବିଶ୍ରାମରେ ୧୧: ମାତ୍ରା ଓ ଅନ୍ତରେ ସଗଣ, ରଗଣ, ନଗଣରୁ ଏକ ଗଣ ଥାଏ ଏଥିର ୩ୟ, ୬ଷ୍ଠ ଓ ୯ମ ମାତ୍ରା ଲଘୁ (ହିନ୍ଦୀ - ଶ.)

୨୪. ପରମେଶ୍ୱର; ଭଗବାନ୍ (ହିନ୍ଦୀ - ଶ.) —୨୪. God.
୨୫. ପଶୁ ବନ୍ଧନ କାଷ୍ଠ ବା ସ୍ତମ୍ଭ (ପ୍ରକୃତିବାଦ) —୨୫. A post for tying a beast.
୨୬. ଲିଙ୍ଗ; ମେଢ଼୍ର (ପ୍ରକୃତିବାଦ) —୨୬. Penis; male organ.
୨୭. ସୋହାଗା (ହିନ୍ଦୀ - ଶ.) ୨୭. Borax.
୨୮. ଅଅଁଳା (ହିନ୍ଦୀ - ଶ.) —୨୮. Em belic myrobalan.
୨୯. କଦମ୍ୱ (ହିନ୍ଦୀ - ଶ.) — ୨୯. Neuclea Kadamba.
୩. ଫିଟିକିରି (ହିନ୍ଦୀ - ଶ.) ୩୦. Alum.
୩୧. ସିନ୍ଦୁର (ହିନ୍ଦୀ - ଶ) —୩୧. Red lead.
୩୨. ମରିଚ (ହିନ୍ଦୀ - ଶ.) —୩୨. Black pepper.
୩୩. ତିଳଫୁଲ (ହିନ୍ଦୀ - ଶ.) —୩୩. Flower of Sessamum.
୩୪. ଚନ୍ଦନ (ହିନ୍ଦୀ - ଶ.) —୩୪. Sandal.
୩୫. ଲୁହା (ହିନ୍ଦୀ - ଶ.) —୩୫. Iron.
୩୬. ବାଲି (ହିନ୍ଦୀ - ଶ.) —୩୬. Sand.
୩୭. ନୀଳକଣ୍ଠ ପକ୍ଷୀ— (ହିନ୍ଦୀ - ଶ) ୩୭. The blue Jay; the Indian roller bird.
୩୮. କାକ (ହିନ୍ଦୀ - ଶ.) —୩୮. Crow.
୩୯. ବଉଳ ଗଛ (ହିନ୍ଦୀ - ଶ.) —୩୯. Mimusops Elengi (tree).
୪. କୁନ୍ଦଫୁଲ (ବିଶ୍ୱକୋଷ) — ୪୦. Jasminum Pubescens (flower).

୪୧: ଅଦ୍ୱୈତ ବ୍ରହ୍ମ —୪୧. The Essential universe.

୪୨: ବିଲୁଆ; ଶୃଗାଳ —୪୨. Jackal.

(ଶିବା—ସ୍ତ୍ରୀ)
  • (file)
  • (file)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -[ସମ୍ପାଦନା]

୧. ଶୁଭଦ; ମଙ୍ଗଳମୟ —୧. Auspicious; blissful.
୨. ରମ୍ୟ; ରମଣୀୟ; ସୁନ୍ଦର —୨. Beautiful.
୩. ସୁଖପ୍ରଦ —Bestowing happiness or bliss.

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - ପୁଲିଙ୍ଗ -[ସମ୍ପାଦନା]

ଲୋକଙ୍କୁ ଦିଆଯିବା ନାମ —A name given to males.

[ଦ୍ରଷ୍ଟବ୍ୟ —ଲୋକଙ୍କୁ ଶିବପ୍ରସାଦ, ଶିବନାଥ, ଶିବନାରାୟଣ, ଶିବଶଙ୍କର, ଶିବଦେବ, ଶିବପଦ ଆଦି ନାମ ମଧ୍ୟ ଦିଆଯାଏ]