Jump to content

ଶିରଜ

ଉଇକିଅଭିଧାନ‌ରୁ

ଶିରଜ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ଶିର+ ଜନ୍ ଧାତୁ+କର୍ତ୍ତୃ ଅ. ଯାହା ମୁଣ୍ଡରେ ଜନ୍ମେ)

[ସମ୍ପାଦନା]

ମୁର୍ଦ୍ଧନ; ମୁଣ୍ଡରି କେଶ; ମୁଣ୍ଡବାଳ —The hair of the head.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ମସ୍ତକୋତ୍ପନ୍ନ — Growing on the head.