ଶିରସି

ଉଇକିଅଭିଧାନ‌ରୁ

ଶିରସି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

=== ସଂସ୍କୃତ - (ଶିରସ ଶବ୍ଦର୭ମୀ)—(ସଂସ୍କୃତ - ଶିରସ ଶବ୍ଦର ୭ମୀ ବିଭକ୍ତି ଏକ ବଚନ ରୂପ)

ମସ୍ତକରେ —On the head.

[ଉ—ବସିବ ଶଇବ ଶିରସି ରସି ନିଶାକର ଯେ ଭଞ୍ଜ. ବୈଦେହୀଶବିଳାସ]

===ଗ୍ରାମ୍ୟ - (ପଦ୍ୟ) ବିଶେଷ୍ୟ - (ସଂସ୍କୃତ - ଶିରସ୍)

ମସ୍ତକ —Head

[ଉ—ଦାସୀର ପ୍ରଭୃର ଭୂର, ମଧ୍ୟେ ପ୍ରବେଭାର ଭାର, ତୁମ୍ଭେ ମୋ ମଣ୍ଡନ ଶିରସିନ—ଭଞ୍ଜ. ପ୍ରେମସୂଧାନିଧି]