ଶିର ଦଉଡ଼ି
ଦଉଡ଼ି ପରି ଶୀର୍ଣ୍ଣ ଶରୀର ବିଶିଷ୍ଟ —Emaciated (like a rope).
(ଯଥା— ସେ ନଖାଇ ନ ପିଇ ଶିର ଦଉଡ଼ି ହୋଇ ଗଲାଣି)