ଶିଲୀ
ଶିଲୀ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ସଂସ୍କୃତ - ବିଶେଷ୍ୟ - (ଶିଳ+କର୍ମ. ଇ, ଈ)[ସମ୍ପାଦନା]
- ୧. ଛତ୍ରକ ପୁଷ୍ପ — ୧. Mushroom.
- ୨. ଶଲ୍ୟ — ୨. Arrow head.
- ୩. ଚୌକାଠର ନିମ୍ନସ୍ଥ କାଠ — ୩. Door sill.
- ୪. ଭୁର୍ଜ ବୃକ୍ଷ — ୪. The bireh tree.
- ୫. ଭୁର୍ଜପତ୍ର (ହିନ୍ଦୀ - ଶ) — ୫. The leaves of the brich tree.
ପ୍ରାଦେ(ସମ୍ୱଲପୁର) ବିଶେଷ୍ୟ -[ସମ୍ପାଦନା]
- ୧. ଶଗଡ଼ ଚକ —୧. Cart wheel.
ପ୍ରାଦେଶିକ - (ବୌଦ୍ଧ) ବିଶେଷ୍ୟ -[ସମ୍ପାଦନା]
ଚକ —Wheel.