Jump to content

ଶିଳି

ଉଇକିଅଭିଧାନ‌ରୁ

ଶିଳି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଶିଳ+କର୍ମ. ଇ, ଈ)

[ସମ୍ପାଦନା]
୧. ଛତ୍ରକ ପୁଷ୍ପ — ୧. Mushroom.
୨. ଶଲ୍ୟ — ୨. Arrow head.
୩. ଚୌକାଠର ନିମ୍ନସ୍ଥ କାଠ — ୩. Door sill.
୪. ଭୁର୍ଜ ବୃକ୍ଷ — ୪. The bireh tree.
୫. ଭୁର୍ଜପତ୍ର (ହିନ୍ଦୀ - ଶ) — ୫. The leaves of the brich tree.

ପ୍ରାଦେ(ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]
୧. ଶଗଡ଼ ଚକ —୧. Cart wheel.

ପ୍ରାଦେଶିକ - (ବୌଦ୍ଧ) ବିଶେଷ୍ୟ -

[ସମ୍ପାଦନା]

ଚକ —Wheel.