ଶୀଘ୍ର

ଉଇକିଅଭିଧାନ‌ରୁ

ଶୀଘ୍ର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - କ୍ରି. ବିଣ—(ଶିନ୍ଘ ଧାତୁ=ଆଘ୍ରାଣ କରିବା+ଅଧିକରଣ ର)[ସମ୍ପାଦନା]

ବେଇଗି; ତଡ଼ାବଡ଼ା; ଚଞ୍ଚଳ; ଆଶୁ; ଅବିଳମ୍ୱେ — Quickly; soon; shortly; hastily.

ବିଶେଷଣ -[ସମ୍ପାଦନା]

ତ୍ୱରାନ୍ୱିତ; ସତ୍ୱର; ତ୍ୱରିତ; କ୍ଷିପ୍ର; ତରତପ —Speedy; quick; rapid; hasty.