ଶୀତ କଟାଇବା
ଦେଖଣା
ଶୀତ କଟାଇବା
ଉଚ୍ଚାରଣ
[ସମ୍ପାଦନା](ଶୀତ ବିତା[ତେ]ଇବା—ଅନ୍ୟରୂପ]
ଅନୁବାଦ
[ସମ୍ପାଦନା]ଶୀତ କଟାଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଶୀତ କାଳ ବିତାଇ ଦେବା; ଶୀତ ଋତୁ ଭୋଗ କରିବା ବା ଯାପନ କରିବା — ୧. To pass the cold season.
(ଉ—ଏ ବର୍ଷ ଖଣ୍ଡେ କୁରୁତା ମୁ ଶୀତ କାଟାଇଲି)
- ୨. ଶୀତ କଷ୍ଟକୁ ସମ୍ଭାଳିବା; ଶୀତର ଦାଉରୁ ରକ୍ଷା ପାଇବା —୨. To overcome the pangs of cold.