ଶୁକୁଟା ମୁକୁଟା

ଉଇକିଅଭିଧାନ‌ରୁ

ଶୁକୁଟା ମୁକୁଟା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଶୁକୁଟୀ ମୁକୁଟୀ, ଶୁକୁଟେଇ ମୁକୁଟେଈସ୍ତ୍ରୀ

ଦେଶଜ - ବିଶେଷଣ - ପୁଲିଙ୍ଗ - (ସଂସ୍କୃତ - ଶୁଷ୍କ ଓ ମର୍କଟ)[ସମ୍ପାଦନା]

ଶୁରୁକୁଟା; ଅତି ଶୀର୍ଣ୍ଣକାୟ —Very lean and emaciated

[ଶୁକୁଟିଆ ମୁକୁଟିଆ—ଅନ୍ୟରୂପ]