ଶୁଝିବା
ଦେଖଣା
ଶୁଝିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଶୁଝିବା
|
ଦେଶଜ - କ୍ରିୟାପଦ - (ସଂସ୍କୃତ - ଶୁଧ୍ ଧାତୁରୁ)
[ସମ୍ପାଦନା]- ୧. (ସକର୍ମକ) ଋଣ ପରିଶୋଧ କରିବା; ଋଣ ଶୁଝିବା —୧. To repay or pay off a debt.
- ୨. (ସକର୍ମକ)
ଧାରେ ପରିଶୋଧ କରିବା; ଧାର ଶୁଝିବା —୨. To repay a loan.
ଅନୁବାଦ
[ସମ୍ପାଦନା]- ୩. (ସକର୍ମକ) ଖେଳରେ ଜୀତିବାଦ୍ୱାରା ପ୍ରଥମେ ଜୀତିବା ବ୍ୟକ୍ତିକୁ ବୋଝ ପରିଶୋଧ କରିବା —୩. To retrieve or make up one's loss in a game by winning subsequently.
[ଦ୍ରଷ୍ଟବ୍ୟ —କଉଡ଼ି ଖେଳରେ ମୋ ଉପରେ ତାଙ୍କର ୩ ବୋଝ ହୋଇଥିଲା ମୁଁ ସେ ତିନି ବୋଝ ଶୁଝି ତାଙ୍କ ଆହୁରି ଦୁଇ ବୋଝ ଦେଲି]
ଅନୁବାଦ
[ସମ୍ପାଦନା]ଶୁଝିବା
|
- ୪. (ଅକର୍ମକ) (ବର କନ୍ୟାଙ୍କର ଜାତକମାନ) ମେଳ ବା ଅନୁକୁଳ ଅବସ୍ଥା ଗଣନାଦ୍ୱାରା ଦେଖାଯିବା —୪. To appear after calculation to tally each other (said of the horoscopes of bride and bridegroom elect).
[ଉ—ପାତ୍ର ପାତ୍ରିଙ୍କ ଜାତକ ନ ଶୁଝିବାରୁ ବିବାହ ପ୍ରସ୍ତାବ ଭାଙ୍ଗିଗଲା]
ଅନୁବାଦ
[ସମ୍ପାଦନା]- ୫. ବିବାହ ଆଦି ପାଇଁ ଅନୁକୁଳ ଦିବସ ମିଳିବା — ୫. To be found out suitably (said of an auspicious day being found out for some ceremony).
[ଉ—ଏ ବର୍ଷ ମୋ ନାତିର ବ୍ରତଘର ପାଇଁ ଗୋଟିଏ ଦିନ ସୁଝିଲା ନାହିଁ]
ଅନୁବାଦ
[ସମ୍ପାଦନା]- ୬. (ସକର୍ମକ) (ବୁଝିବା କ୍ରିୟାର ସହଚର ରୂପେ ବ୍ୟବହୃତ) କୌଣସି ବିଷୟ ଉତ୍ତମରୂପେ ବା ନିଃସନ୍ଦେହରୂପେ ହୃଦୟଙ୍ଗମ କରିବା —୬. To understand or comprehend a thing fully.
[ଉ—ବୁଝି ସୁଝି କାମ କଲେ ପରେ ପ୍ରମାଦରେ ପଡ଼ିବା ହୁଏ ନାହିଁ]