ଶୁଝେଇବା
ଦେଖଣା
ଶୁଝେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶୁଝେଇବା
|
ଦେଶଜ - କ୍ରିୟାପଦ - (ସଂସ୍କୃତ - ଶୁଧଅ ଧାତୁର ଣିଜନ୍ତ; ଶୁଝିବା କ୍ରିୟାର ଣିଜନ୍ତ ରୂପ)
[ସମ୍ପାଦନା]- ୧. ଅନ୍ୟ ବ୍ୟକ୍ତିଦ୍ୱାରା (ଋଣ ଶୁଝାଇବା କ୍ରିୟା କରାଯିବା —୧. To cause another person to pay off his debts.
- ୨. ବୁଝାଇବା କ୍ରିୟାର ସହଚର ଶବ୍ଦ; ଚିତ୍ତରୁ ଭ୍ରମ 'ଶୋଧନ କରିବା' ଭାବରୁ ଏ ଶବ୍ଦର ଏହି ବ୍ୟବହାର ଗୃହୀତ) କୌଣସି ବ୍ୟକ୍ତିକୁ କୌଣସି ବିଷୟ ସଜାଇବା — ୨. To cause another person to comprehend or understand a matter.
- ୩. ଶୁଝା ଯିବା, ପରିଶୋଧ ହେବା —୩. To be paid up or liquidated.
- ୪. (ବର ପାତ୍ର ଓ କନ୍ୟା ପାତ୍ରଙ୍କ ଜାତକ) ପରସ୍ପର ସହିତ ମେଳ ହେବା; ସୁଝିବା —୪. To tally with each other. (said of the horoscopes of proposed bride and a bridegroom elect.)
- ୫. ପ୍ରତିହିଂସା ନେବା; ବୈର ଶୋଧ କରିବା —୫. To take revenge.
[ଉ—ମୁହଁଟି ଅଟେ ଶଚୀ ଦେବୀଙ୍କର ବର, ଶୁଝାଇଲି ତୁମ୍ଭଙ୍କୁ ଯେ ଥିଲା ବଇର —କୃଷ୍ଣସିଂହ. ମହାଭାରତ]
- ୬. ବୁଝାଇବା କ୍ରିୟାର ସହଚରରୂପେ ବ୍ୟବହୃତ) ଉତ୍ତମରୂପେ ବୁଝାଇ ଦେବା —୬. To explain clearly.