ଶୁଣାଣି
ମକଦମାରେ ପକ୍ଷମାନଙ୍କ ଠାରୁ ପ୍ରମାଣାଦି ବାଚାରପତିଙ୍କଦ୍ୱାରା ଶୁଣାଯିବା ଅବସ୍ଥା; ହାକିମଙ୍କ ଆଗରେ ମକଦମାର ବିଚାର —The hearing of a case.
(ଉ—ଏ ମକଦମାର ଆଗାମୀ ମାସରେ ଶୁଣାଣି ହେବ)