ଶୁଣ୍ଠୀ

ଉଇକିଅଭିଧାନ‌ରୁ

ଶୁଣ୍ଠୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ସଂସ୍କୃତ - ଶୁଣ୍ଢ ଧାତୁ=ଶୋଷଣ କରିବା ଅପାଦାନ; ଇ; ଶୁଣ୍ଠି+ଈ)[ସମ୍ପାଦନା]

ଶୁଷ୍କ ଆର୍ଦ୍ରକ ବା ଆଦରବିଶେଷ — Gingiber Officinale; dry ginger.

[ଦ୍ରଷ୍ଟବ୍ୟ —ଏହା କୁଟ; ତିକ୍ତରସ, ଉଷ୍ଣବୀର୍ଯ୍ୟ, ମଧୁରବିପାକ, ସ୍ନିଗ୍ଧ, ଲଘୁପାଚକ; ସାରକ, ରୁଚିକର, ବଳକାରକ, ଶୁକ୍ରବର୍ଦ୍ଧକ, ସ୍ୱରପରିଷ୍କାରକ ଏହାଲ କଫ, ଶୋଥ, ଶୂଳ, ମଳ— ନିବଦ୍ଧତା, ଅର୍ଶଃ, ଉଦରରୋଗ, ଆମବାତ, ବନମ, ଶ୍ୱାସ, କାଶ, ହୃଦ୍ରୋଗ, ଶ୍ଳୀପଦ ଓ ବାତଶ୍ଳେଷ ଜନ୍ୟ ରୋଗ— ମାନଙ୍କରେ ଉପକାରକ ବକ୍ଷ ଓ ପାର୍ଶ୍ୱବେଦନା— ମାନଙ୍କର ଶୁଣ୍ଠିଗୁଣ୍ଡା ମାଲିସ କରାଯାଏ

ବୈଦ୍ୟଶାସ୍ତ୍ରରେ ଶୁଣ୍ଠି, ପିପ୍ପଳି, ଓ ଗୋଲମରିଚକୁ ତ୍ରିକଟୁ ବୋଲାଯାଏ ସମପରିମିତ ହରିଡ଼ା, ଶୁଣ୍ଠି ଓ ଗୁଳୁଚିକୁ ତ୍ରିସମ ବୋଲାଯାଏ ଏହା ରୁଚିକ, ଚକ୍ଷୂର ହିତକର; ବାତପିତ୍ତନାଶକ]