Jump to content

ଶୁଦ୍ଧାଚରଣ

ଉଇକିଅଭିଧାନ‌ରୁ

ଶୁଦ୍ଧାଚରଣ

ଉଚ୍ଚାରଣ

[ସମ୍ପାଦନା]
(ଶୁଦ୍ଧାଚରଣା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - (କର୍ମଧା)

[ସମ୍ପାଦନା]

ପବିତ୍ର ଆଚରଣ —Pure conduct.

ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ପବିତ୍ର ଆଚରଣ ବିଶିଷ୍ଟ — Of pure character or conduct.