ଶୁଧୁରିବା

ଉଇକିଅଭିଧାନ‌ରୁ

ଶୁଧୁରିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ - (ଅକର୍ମକ; ସଂସ୍କୃତ - ଶୁଧ ଧାତୁ ଜ=ଶୁଦ୍ଧ କରଣରୁ କିମ୍ୱା ସୁଧାରିରୁ)[ସମ୍ପାଦନା]

୧. ସଂସ୍କୃତ ବା ଷୋଧିତ ହେବା —୧. To be corrected or reformed or amended.
୨. ଅନିୟମରୁ ନିୟମକୁ ଆସିବା — ୨. To become regular; to be regulated.
୩. ନିର୍ଦ୍ଦୋଷ ହେବା —୩. To be faultless.
୪. ରୋଗମୁକ୍ତ ହେବା —୪. To be cured.
୫. ଉନ୍ନତି କରିବା —୫. To improve.
୬. ଉନ୍ନତ ହେବା — ୬. To improved.

(ଯଥା—ତା ମନ୍ଦ ଅଭ୍ୟାସ ଶୁଧୁରିଲା ନାହିଁ)

୭. ନିଜର ଚରିତ୍ର ସଂଶୋଧନ କରିବା — ୭. To reform one's self.
୮. ମରାମିତି କରାଯିବା — ୮. To be repaired.