ଶୃଙ୍ଗାଟକ
ଦେଖଣା
ଓଡ଼ିଆ
[ସମ୍ପାଦନା]ବିଶେଷ୍ୟ
[ସମ୍ପାଦନା]- ୧. ଛକଶୃଙ୍ଗାଟକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଶୃଙ୍ଗାଟ+କ)
[ସମ୍ପାଦନା]- ୧. ଚତୁଷ୍ପଥ; ଛକ (ବିଶ୍ୱ— କୋଷ) —୧. Cross road.
- ୨. ସଂଘଡ଼ା — ୨. Water chestnut; Trapa Bispinosa.
- ୩. ଭର୍ଜିତ ପକ୍କ ମାଂସଖଣ୍ଡ ସିଂଘଡ଼ା ଆକାରର ଖାଦ୍ୟ —୩. A kind of Sanduich.
- ୪. ମସ୍ତକ ମଧ୍ୟରେ ନାସିକା, କର୍ଣ୍ଣଦ୍ୱୟ, ଚକ୍ଷୂର୍ଦ୍ୱୟ ଓ ଜିହ୍ୱାର ଶିରାମାନଙ୍କ ମଙ୍ଗମସ୍ଥଳ; ଶରୀରର ମର୍ମସ୍ଥଳ ବିଶେଷ (ବିଶ୍ୱ କୋଷ) —୪. Name of a vital part inside the head.
[ଦ୍ରଷ୍ଟବ୍ୟ —ଏହି ମର୍ମ ବିଦ୍ଧ ହେଲେ ତତ୍କ୍ଷଣାତ୍ ମୃତ୍ୟୁ ଘଟେ—(ବିଶ୍ୱକୋଷ)]
- ୫. ଗୋକ୍ଷୁର (ବିଶ୍ୱକୋଷ) —୫. Tygophillae; Tribulus Terestris.