Jump to content

ଶେଜାଇବା

ଉଇକିଅଭିଧାନ‌ରୁ

ଶେଜାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. (ସଂସ୍କୃତ - ଶଯ୍ୟା)—ଶଯ୍ୟାକୁ ବିଲ୍ଲଇବା —୧. To spread the beadding.
୨. (ସଂସ୍କୃତ - ସଜ୍ଜା)— ସଜ୍ଜିତ କରିବା; ସଜାଇବା — ୨. To furnish; to fit up.

[ଉ—ଖଟ ପଲଙ୍କ ମନ! ଶେଜାଇ ଶୋଉ—ମନ ବୋଧ ଚଉତିଶ]