ଶେଡ଼ ହକାରିବା
ଦେଖଣା
ଶେଡ଼ ହକାରିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ - (ଜାହାଜିଆ ଶବ୍ଦ)
[ସମ୍ପାଦନା]- ୧. (ଜାହାଜ) ପାଲ ଟଙ୍ଗା ହୋଇ ବାୟୁତାଡ଼ିତ ହୋଇ ବେଗରେ ଗତି କରିବା —୧. (nautical) (a ship) To move fast owing to the wind propelling its sails; to set sali.
[ଉ— କଲକତୀ, ବିଲାତୀ, ରେଙ୍ଗୁଣୀ ଛଅଖଣ୍ଡ ଜାହାଜ ଏକା ସାଙ୍ଗରେ ଶେଡ଼ ହଙ୍କାରିଥିଲେ—ଫକୀରମୋହନ ଗଳ୍ପସ୍ୱଳ୍ପ]
- ୨. ଜାହାଜିଆ ମାସ୍ତୁଲ ଖୁଣ୍ଟିରେ ପାଲ ଟାଙ୍ଗିବା — ୨. To draw the sails on a ship.