ଶେଢ଼

ଉଇକିଅଭିଧାନ‌ରୁ

ଶେ(ଢ଼)

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ତୁଳ. ଇଂ, ସେଲେ) (ଜାହାଜିଆ ଶବ୍ଦ)[ସମ୍ପାଦନା]

୧. ଜାହାଜକୁ ପବନଦ୍ୱାରା ଚାଳିତ କରାଇବା- ପାଇଁ ମାସ୍ତୁଲ ଖୁଣ୍ଟିରେ ଟଣାହେବା ପାଲ — ୧. (nautical) Sail of a Ship.

(ଉ— ଆଉ ବରଗାମାନ ଟେକିଦେଇ ଶେଡ଼ ଗୁଡ଼ାଇ ଠିକ୍କରି ରଖି ଦେଇଅଛନ୍ତି—ଫକୀରମୋହନ ଗଳ୍ପସ୍ୱଳ୍ପ)