ଶେଢ଼ ହଙ୍କାରିବା

ଉଇକିଅଭିଧାନ‌ରୁ

ଶେ(ଢ଼) ହ(ଙ୍କା)ରିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ - (ଜାହାଜିଆ ଶବ୍ଦ)[ସମ୍ପାଦନା]

୧. (ଜାହାଜ) ପାଲ ଟଙ୍ଗା ହୋଇ ବାୟୁତାଡ଼ିତ ହୋଇ ବେଗରେ ଗତି କରିବା —୧. (nautical) (a ship) To move fast owing to the wind propelling its sails; to set sali.

[ଉ— କଲକତୀ, ବିଲାତୀ, ରେଙ୍ଗୁଣୀ ଛଅଖଣ୍ଡ ଜାହାଜ ଏକା ସାଙ୍ଗରେ ଶେଡ଼ ହଙ୍କାରିଥିଲେ—ଫକୀରମୋହନ ଗଳ୍ପସ୍ୱଳ୍ପ]

୨. ଜାହାଜିଆ ମାସ୍ତୁଲ ଖୁଣ୍ଟିରେ ପାଲ ଟାଙ୍ଗିବା — ୨. To draw the sails on a ship.