ଶେଢୁଅ

ଉଇକିଅଭିଧାନ‌ରୁ

ଶେ(ଢୁ)ଅ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସେଚନକ)[ସମ୍ପାଦନା]

କପା ଓ ବିଲାତିଆଳୁ ଗଛ ଛୋଟ ଥିବା ବେଳେ ଶସ୍ୟକ୍ଷେତ୍ରରେ ପାଣି ଦେବା ଲାଗି ବ୍ୟବହୃତ କାଠର କୁଲା ପରି ଗୋଟିଏ ଯନ୍ତ୍ର — A wooden contrivance used for sprinkling water over the small plants of cotton or potato.