ଶେଫାଳି
ଦେଖଣା
ଶେଫାଳି
ଉଚ୍ଚାରଣ
[ସମ୍ପାଦନା][ଶେଫାଳିକା— ଅନ୍ୟରୂପ]
ଧ୍ୱନି (ମାନକ ଓଡ଼ିଆ) (file)
ସଂ, ବିଶେଷ୍ୟ -
[ସମ୍ପାଦନା]- ୧. [ଶୀ ଧାତୁ=ଶୟନ କରିବା+ ଅଧିକରଣ ଫ=ଶେଫ ଅଳି; +ଈ] ଏହା ରାତିରେ ଫୁଟିବାରୁ ଏଥିରେ ଅଳିମାନେ ଶୟନ କରନ୍ତି; ଏହା ଶୋଇବା ବେଳେ ଫୁଟେ, ଅର୍ଥାତ୍ ଜଗତ ଶୋଇବା ଗଛ୍ ଓ ଫୁଲ; ଶଙ୍ଗଡ଼ାହାର —Nyctanthes Arbor tristes
ଶୃଙ୍ଗାରହାର (ଦେଖ) - —୧. Ṡṛuṇgāra hāra (See).
- ୨. ନିଗୁଣ୍ଡୀ; ସିନ୍ଧୁବାର; ବେଗୁନିଆ ଗଛ ଓ ଫୁଲ [ଧଳା ଓ ନେଳି] —୨. Five —leaved chaste tree; Vitex Trifolia.