ଶେଷ
ଦେଖଣା
ଶେଷ
ଉଚ୍ଚାରଣ
[ସମ୍ପାଦନା]ସଂ, ବିଶେଷ୍ୟ - (ଶିଷ୍ ଧାତୁ= ବଧ କରିବା, ଅବଶିଷ୍ଟ ରଖିବା+ କର୍ତ୍ତୃ, ଅ)
[ସମ୍ପାଦନା]- ୧. ସହସ୍ର ଫଣାଧାରୀ ସର୍ପ; ସପରାଜ ବାସୁକି; ଅନନ୍ତ ନାଗ —୧. The great mytholo gical kind iof serpentsi of the Hindus
[ଉ— ଚାଟୁ କହିବାକୁ ଚୁମ୍ୱନ ଦେବାକୁ କୃପା ହୁଅନ୍ତା ଶେଷର ଭଞ୍ଜ ପ୍ରେମ ସୁଧାନିଧି
- ୨. ବଳରାମ; ଶ୍ରୀକୃଷ୍ଣଙ୍କର ବଡ଼ ଭାଇ —୨. The elder step brother of ṡrīkṛushṇa
- ୩. (ବାଳିକା- ପୁରାଣୋକ୍ତ) ଭଗବାନଙ୍କ ଅବତାର ବିଶେଷ —୩. An incarnation of Bishṇu according to the Kāḻikāpurāṇa
- ୪. (+ଭାବ. ଅ) ଧ୍ୱଂସ; ବିନାସ —୪. Destruction; ruin.
- ୫. ଅବସାନ; ଅନ୍ତ —୫. End.
[ଉ— ତହିଁ କେତେ ଦିନ ଶେଷ, ବାଳା ପାଶେ ଦୂତ କଲା ଚିଟାଉ ପ୍ରବେଶ ଭଞ୍ଜ ପ୍ରେମ ସୁଧାନିଧି]
- ୬. ସମାପ୍ତି —୬. Finsh.
[ଉ— ଅଳପ ପ୍ରଜାଜନ ଶେଷ. ରଖିବେ ପ୍ରଭୁ ପୀତବାସ] ଜଗନ୍ନାଥ ଭାଗବତ]
- ୭. ଅବଶେଷ; ବାକୀ —୭. Remains; remainder; the rest.
- ୮. ଉଦ୍ଦିଷ୍ଟ ଖାଦ୍ୟ — ୮. Leavings of dinner.
- ୯. ଶେଷ ସମୟ — ୯. Last time; last moment; time before death.
- ୧. ଗଜ (ବିଶ୍ୱକୋଷ) —୧୦. Elephant.
- ୧୧. ନାଗ (ବିଶ୍ୱକୋଷ) — ୧୧. Nāga.
- ୧୨. ସ୍ତ୍ରୀକୁତେତର ବସ୍ତୁ (ବିଶ୍ୱକୋଷ) —୧୨. A thing which has not been agreed too
- ୧୩. ବଧ (ବିଶ୍ୱକୋଷ) —୧୩. Killing; murder.
- ୧୪. ପ୍ରସାଦ; ନୈବେଦ୍ୟ (ବିଶ୍ୱକୋଷ) —୧୪. The offerings. of a Deity.
ବିଶେଷଣ - (+କର୍ତ୍ତୃ. ଅ)
[ସମ୍ପାଦନା]- ୧. ଅବଶିଷ୍ଟ —୧. Remaining.
[ଉ— ଏଣୁ ଯାଦବ ବଂଶ ନାଶ, ରହିଲେ ଚାରି ପାଞ୍ଚ ଶେଷଯ ଜଗନ୍ନାଥ ଭାଗବତ]
- ୨. ଅତ୍ୟନ୍ତ ସ୍ଥିତ —୨. Placed last.
- ୩. ସମସ୍ତଙ୍କ ଅନ୍ତେ ଘଟିବା —୩. Last in piont of time
- ୪. ପରିତ୍ୟକ୍ତ —୪. Abandoned.
- ୫. ଉଚ୍ଛିଷ୍ଟ —୫. Left after dinner.
[ଦ୍ରଷ୍ଟବ୍ୟ —ଶେଷ ଅନେକ ଶବ୍ଦ ସଙ୍ଗରେ ଯୁକ୍ତ ହୋଇ ବିଭିନ୍ନ ଅର୍ଥ ବୁଝାଏ- ଯଥା— ଅବଶେଷ, ଅଶେଷ, ଋଣଶେଷ, ନିଃଶେଷ. ଭାଗ ଶେଷ. ଦିନ ଶେଷ ଇତ୍ୟାଦି]