ଶେଷ

ଉଇକିଅଭିଧାନ‌ରୁ

ଶେଷ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂ, ବିଶେଷ୍ୟ - (ଶିଷ୍ ଧାତୁ= ବଧ କରିବା, ଅବଶିଷ୍ଟ ରଖିବା+ କର୍ତ୍ତୃ, ଅ)[ସମ୍ପାଦନା]

୧. ସହସ୍ର ଫଣାଧାରୀ ସର୍ପ; ସପରାଜ ବାସୁକି; ଅନନ୍ତ ନାଗ —୧. The great mytholo gical kind iof serpentsi of the Hindus

[ଉ— ଚାଟୁ କହିବାକୁ ଚୁମ୍ୱନ ଦେବାକୁ କୃପା ହୁଅନ୍ତା ଶେଷର ଭଞ୍ଜ ପ୍ରେମ ସୁଧାନିଧି

୨. ବଳରାମ; ଶ୍ରୀକୃଷ୍ଣଙ୍କର ବଡ଼ ଭାଇ —୨. The elder step brother of ṡrīkṛushṇa
୩. (ବାଳିକା- ପୁରାଣୋକ୍ତ) ଭଗବାନଙ୍କ ଅବତାର ବିଶେଷ —୩. An incarnation of Bishṇu according to the Kāḻikāpurāṇa
୪. (+ଭାବ. ଅ) ଧ୍ୱଂସ; ବିନାସ —୪. Destruction; ruin.
୫. ଅବସାନ; ଅନ୍ତ —୫. End.

[ଉ— ତହିଁ କେତେ ଦିନ ଶେଷ, ବାଳା ପାଶେ ଦୂତ କଲା ଚିଟାଉ ପ୍ରବେଶ ଭଞ୍ଜ ପ୍ରେମ ସୁଧାନିଧି]

୬. ସମାପ୍ତି —୬. Finsh.

[ଉ— ଅଳପ ପ୍ରଜାଜନ ଶେଷ. ରଖିବେ ପ୍ରଭୁ ପୀତବାସ] ଜଗନ୍ନାଥ ଭାଗବତ]

୭. ଅବଶେଷ; ବାକୀ —୭. Remains; remainder; the rest.
୮. ଉଦ୍ଦିଷ୍ଟ ଖାଦ୍ୟ — ୮. Leavings of dinner.
୯. ଶେଷ ସମୟ — ୯. Last time; last moment; time before death.
୧. ଗଜ (ବିଶ୍ୱକୋଷ) —୧୦. Elephant.
୧୧. ନାଗ (ବିଶ୍ୱକୋଷ) — ୧୧. Nāga.
୧୨. ସ୍ତ୍ରୀକୁତେତର ବସ୍ତୁ (ବିଶ୍ୱକୋଷ) —୧୨. A thing which has not been agreed too
୧୩. ବଧ (ବିଶ୍ୱକୋଷ) —୧୩. Killing; murder.
୧୪. ପ୍ରସାଦ; ନୈବେଦ୍ୟ (ବିଶ୍ୱକୋଷ) —୧୪. The offerings. of a Deity.

ବିଶେଷଣ - (+କର୍ତ୍ତୃ. ଅ)[ସମ୍ପାଦନା]

୧. ଅବଶିଷ୍ଟ —୧. Remaining.

[ଉ— ଏଣୁ ଯାଦବ ବଂଶ ନାଶ, ରହିଲେ ଚାରି ପାଞ୍ଚ ଶେଷଯ ଜଗନ୍ନାଥ ଭାଗବତ]

୨. ଅତ୍ୟନ୍ତ ସ୍ଥିତ —୨. Placed last.
୩. ସମସ୍ତଙ୍କ ଅନ୍ତେ ଘଟିବା —୩. Last in piont of time
୪. ପରିତ୍ୟକ୍ତ —୪. Abandoned.
୫. ଉଚ୍ଛିଷ୍ଟ —୫. Left after dinner.

[ଦ୍ରଷ୍ଟବ୍ୟ —ଶେଷ ଅନେକ ଶବ୍ଦ ସଙ୍ଗରେ ଯୁକ୍ତ ହୋଇ ବିଭିନ୍ନ ଅର୍ଥ ବୁଝାଏ- ଯଥା— ଅବଶେଷ, ଅଶେଷ, ଋଣଶେଷ, ନିଃଶେଷ. ଭାଗ ଶେଷ. ଦିନ ଶେଷ ଇତ୍ୟାଦି]