ଶେ(ଜେ)ଇବା
ଦେଖଣା
ଶେ(ଜେ)ଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶେ(ଜେ)ଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. (ସଂସ୍କୃତ - ଶଯ୍ୟା)—ଶଯ୍ୟାକୁ ବିଲ୍ଲଇବା —୧. To spread the beadding.
- ୨. (ସଂସ୍କୃତ - ସଜ୍ଜା)— ସଜ୍ଜିତ କରିବା; ସଜାଇବା — ୨. To furnish; to fit up.
[ଉ—ଖଟ ପଲଙ୍କ ମନ! ଶେଜାଇ ଶୋଉ—ମନ ବୋଧ ଚଉତିଶ]