ଶୈବାଳ

ଉଇକିଅଭିଧାନ‌ରୁ

ଶୈବାଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - [ଶୀ ଧାତୁ=ଶୟନ କରିବା+କର୍ତ୍ତୃ. ବାଳ; ଯେ ଜଲରେ ଶୟନ କରେ)[ସମ୍ପାଦନା]

୧. ନୋଳୀଚ ଜଳଜ ଉଦ୍ଦିଦ ବିଶେଷ —୧. Species of algae; an aquatic plant; Blyxa Oct andra.

[ଦ୍ରଷ୍ଟବ୍ୟ — ଅର୍ଦ୍ର ଇଟା ପଥରରେ ଜନ୍ମିବା ଶିଉଳି ଶୈବାଳ ନୁହେଁ, ତାହା ଶୈଳେୟ]

୨. ବାରି ପର୍ଣ୍ଣୀ; କୁମ୍ଭିକା; ବୋଝୋଞ୍ଜି ନାମକ ଦଳ —୨. Serratophylum submersum

[ଦ୍ରଷ୍ଟବ୍ୟ — ବୈଦ୍ୟଶାସ୍ତ୍ର ମତରେ ଶୈବାଳ କୁଟତିକ୍ତମଧୁରରସ, ଶୀତବୀର୍ଯ୍ୟ ଲଘୁ ଓ ସ୍ନିଗ୍ଧ; ଏହା ଦାହ,. ପିପାସା, ପିତ୍ତ ରକ୍ତଦୁଷ୍ଟି ଓ ଜ୍ୱରନାଶକ]