Jump to content

ଶ୍ମଶାନ

ଉଇକିଅଭିଧାନ‌ରୁ

ଶ୍ମଶାନ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ଶ୍ମନ୍ =ଶବ+ଶୀ ଧାତୁ=ଶୟନ କରିବା+ଅଧି କରଣ. ଆନ= ଶବ ଶୟନ ସ୍ଥାନ)

[ସମ୍ପାଦନା]
୧. ଶବଦାହ— ସ୍ଥାନ —୧. Cremation ground; crematorium.
୨. କବରଖାନା — ୨. Burial ground; Sepulchre.