ଶ୍ରଦ୍ଧଧାନ

ଉଇକିଅଭିଧାନ‌ରୁ

ଶ୍ରଦ୍ଧଧାନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଶ୍ରବଧାନା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଶ୍ରଦ୍ଧ=ଭକ୍ତି+ଧା. ଧାତୁ+ଧାରଣ କରିବା +କର୍ତ୍ତୃ. ଆନ[ଶାନଚ])[ସମ୍ପାଦନା]

୧. ଶ୍ରଦ୍ଧାନ୍ୱିତ — ୧. Affectionate.
୨. ଭକ୍ତିମାନ୍ —
୨. Full of devotion; respectful.

୩. ବିଶ୍ୱାସ ଯୁକ୍ତ —୩. Having faith or trust.
୪. ବିଶ୍ୱାସ କରୁଥିବା —୪. Trusting.