ଶ୍ରୀଅଙ୍ଗରେ ଚୋଟ ଲଗେଇବା

ଉଇକିଅଭିଧାନ‌ରୁ

ଶ୍ରୀଅଙ୍ଗରେ ଚୋଟ ଲଗେଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି— (ଯମୁନାରେ କାଳୀୟ ନାଗ ଶ୍ରୀକୃଷ୍ଣ ଶ୍ରୀଅଙ୍ଗକୁ ଦଂଶନ କରିବା ଘଟନାରୁ)[ସମ୍ପାଦନା]

୧. (ଲକ୍ଷଣାର୍ଥ) ପ୍ରଧାନ ବ୍ୟକ୍ତି ବା ଗୃହର କର୍ତ୍ତା ବା କର୍ତ୍ତୀଙ୍କର ଅନିଷ୍ଟ କରିବା — ୧. (figurative) To injure the head of a family or the chief person of a place.
୨. ଗୃହକର୍ତ୍ତା ବା କର୍ତ୍ତ୍ରୀଙ୍କୁ କଳଙ୍କିତ କରିବା —୨. To disgrace the head of a family.
୩. ରାଜା ବା ପ୍ରଧାନ ବ୍ୟକ୍ତିଙ୍କ ପରିବାରସ୍ଥ ସ୍ତ୍ରୀଲୋକମାନଙ୍କ ସଙ୍ଗେ ପାପାଚରଣାଦି କରିବା —୩. To commit sinful acts in respect of the family-members of a Rājā or chief person.