Jump to content

ଶ୍ରୀଅଙ୍ଗ ଅଳସ ହେବା

ଉଇକିଅଭିଧାନ‌ରୁ

ଶ୍ରୀଅଙ୍ଗ ଅଳସ ହେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

[ଶ୍ରୀଅଙ୍ଗ ବଥା (ଥେ)ଇବା—ଅନ୍ୟରୂପ]

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -

[ସମ୍ପାଦନା]
୧. ରାଜା ଆଦିଙ୍କ ଶରୀରରେ ଅସୁସ୍ଥତା ବୋଧ ହେବା — ୧. A feeling of sickness in a king
୨. ରାଜା ଆଦିଙ୍କୁ ନିଦ୍ରା ବା କ୍ଲାନ୍ତି ଆକ୍ରମଣ କରିବା — ୨,. The feeling of sleepiness or weariness