ଶ୍ରୀକର

ଉଇକିଅଭିଧାନ‌ରୁ

ଶ୍ରୀକର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବି(ମ. ପ. ଲୋ; ଶ୍ରୀଯୁକ୍ତକର)[ସମ୍ପାଦନା]

୧. ଶ୍ରୀହସ୍ତ; ଦେବତା ଓ ରାଜାଙ୍କ ହସ୍ତ —୧. (euphemism for) A Deity's or king's hand.
୨. (ବହୁବ୍ରୀହି; ଶ୍ରୀ ଅର୍ଥାତ୍ ଶ୍ରୀଯୁକ୍ତକର ଯାହାଙ୍କର) ବିଷ୍ଣୁ —୨. Bishṇu.
୩. (ଶ୍ରୀ = ଶୋଭାଯୁକ୍ତ+ କର= ଆଭା ଯାହାର)— କୋବନଦ; ନାଲି କଇଁ —୩. Red waterlily; Nymphea Rubra.

ସଂସ୍କୃତ - ବିଶେଷଣ -[ସମ୍ପାଦନା]

୧. ଶ୍ରୀ= ଶୋଭା+ କୃ ଧାତୁ +କର୍ତ୍ତୃ. ଅ)—ଶୋଭାକର — ୧. Beautiful; graceful.
୨. ସୌନ୍ଦର୍ଯ୍ୟକାରକ ୨. Producing grace beautifying

ଦେଶଜ - ବିପୁଲିଙ୍ଗ -[ସମ୍ପାଦନା]

୧. ପୁରୁଷଙ୍କନାମ —୧. a name given to males.
୨. ହିନ୍ଦୁସ୍ମୃତିଗ୍ରନ୍ଥାକାର ପଣ୍ଡିତବିଶେଷ —୨. Name of an author of a work on Sanscrit jurisprudence.


ବିଶେଷଣ -[ସମ୍ପାଦନା]

ସୌଭାଗ୍ୟକାରକ —Causing good fortune

[ଉ—ଶ୍ରୀକର ମୃଦକୁ ବଡ଼ ଉଥିବ ସେ ଦଶା ଦୁର୍ବଳକାଳକୁ ଭଞ୍ଜ. ପ୍ରେମସୁଧାନିଧି]