ଶ୍ରୀକର
ଦେଖଣା
ଶ୍ରୀକର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବି(ମ. ପ. ଲୋ; ଶ୍ରୀଯୁକ୍ତକର)
[ସମ୍ପାଦନା]- ୧. ଶ୍ରୀହସ୍ତ; ଦେବତା ଓ ରାଜାଙ୍କ ହସ୍ତ —୧. (euphemism for) A Deity's or king's hand.
- ୨. (ବହୁବ୍ରୀହି; ଶ୍ରୀ ଅର୍ଥାତ୍ ଶ୍ରୀଯୁକ୍ତକର ଯାହାଙ୍କର) ବିଷ୍ଣୁ —୨. Bishṇu.
- ୩. (ଶ୍ରୀ = ଶୋଭାଯୁକ୍ତ+ କର= ଆଭା ଯାହାର)— କୋବନଦ; ନାଲି କଇଁ —୩. Red waterlily; Nymphea Rubra.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]- ୧. ଶ୍ରୀ= ଶୋଭା+ କୃ ଧାତୁ +କର୍ତ୍ତୃ. ଅ)—ଶୋଭାକର — ୧. Beautiful; graceful.
- ୨. ସୌନ୍ଦର୍ଯ୍ୟକାରକ ୨. Producing grace beautifying
ଦେଶଜ - ବିପୁଲିଙ୍ଗ -
[ସମ୍ପାଦନା]- ୧. ପୁରୁଷଙ୍କନାମ —୧. a name given to males.
- ୨. ହିନ୍ଦୁସ୍ମୃତିଗ୍ରନ୍ଥାକାର ପଣ୍ଡିତବିଶେଷ —୨. Name of an author of a work on Sanscrit jurisprudence.
ବିଶେଷଣ -
[ସମ୍ପାଦନା]ସୌଭାଗ୍ୟକାରକ —Causing good fortune
[ଉ—ଶ୍ରୀକର ମୃଦକୁ ବଡ଼ ଉଥିବ ସେ ଦଶା ଦୁର୍ବଳକାଳକୁ ଭଞ୍ଜ. ପ୍ରେମସୁଧାନିଧି]