ଶ୍ରୀକୃଷ୍ଣ
ଦେଖଣା
ଶ୍ରୀକୃଷ୍ଣ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ନାମ) (କୃଷ୍ମଙ୍କ ନାମ ପୂର୍ବେ ସମ୍ମାନାର୍ଥକ ଶ୍ରୀ ପ୍ରୟୋଗ)
[ସମ୍ପାଦନା]ଦେବକୀ ଓ ବସୁଦେବଙ୍କ ପୁତ୍ର; ନନ୍ଦ ଓ ଯଶୋଦାଙ୍କ ପାଳିତ ପୁତ୍ର; ବିଷ୍ଣୁଙ୍କର ଦ୍ୱାପର ଯୁଗରେ ଗୋପରେ ଆବିର୍ଭୁତ କୃଷ୍ଣ ଅବତାର (କୃଷ୍ଣ ତଳେ ଟୀକା ଦେଖ) —Name of Kṛushṇa; the incarnation of Bishṇu in the Dwāpara age (as son of Bāsudeba and foster-son of Nanda)
- ୨. ନାରାୟଣ; ବିଷ୍ଣୁ —୨. Bishṇu
ଦେଶଜ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]ଲୋକଙ୍କ ନାମ — A name given to males.