ଶ୍ରୀଖଣ୍ଡ

ଉଇକିଅଭିଧାନ‌ରୁ

ଶ୍ରୀଖଣ୍ଡ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ଶ୍ରୀଖଣ୍ଡଚନ୍ଦନ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ଶ୍ରୀ=ଶୋଭାଯୁକ୍ତ+ଖଣ୍ଡ=ଅଂଶ ଯାହାର)[ସମ୍ପାଦନା]

ଚନ୍ଦନ କାଠ; ହରିଚନ୍ଦନ; ଶ୍ୱେତ ଚନ୍ଦନ; ଶ୍ରେଷ୍ଠ ଚନ୍ଦନ —Sandal wood; santalum Alba.

[ଦ୍ରଷ୍ଟବ୍ୟ — ଯେଉଁ ଚନ୍ଦନ ଅସ୍ୱୋଦରେ ତିକ୍ତ, ପୀଚବର୍ଣ୍ଣ, ଯାହା ଛେଦନ କଲେ ରକ୍ତାଭ କିନ୍ତୁ ଶୁଖିଗଲେ ଶ୍ୱେତ, ଗ୍ରନ୍ଥି, ଓ କୋଟରଯୁକ୍ତ ତାହାହିଁ ଶ୍ରେଷ୍ଠ

ବୈଦ୍ୟଶାସ୍ତ୍ରାନୁସାରେ ଏହା କଟୁ ତିକ୍ତ କଷାୟ ରସ, ଶୀତବୀର୍ଯ୍ୟ, ରୁକ୍ଷ ତିକ୍ତ, ଆହ୍ଲାଦଜନଦ, ଶୁକ୍ରବର୍ଦ୍ଧକ ଓ ଲଘୁ ଏହା ଶ୍ରାନ୍ତି, ଉନ୍ନାଦି, ମଳବଦ୍ଧତା, ଶୋଥ, ବିଷ, ଶ୍ଲେଷ୍ମା, ପିତ୍ତ, କୁକ୍ତଦୋଷ ଓ ଦାହନିବାରବ] ଦେହରେ ଘିମିରି ହେଲେ ଏହାକୁ ଘୋରି ବୋଲନ୍ତି

ଏହା ୨ ପ୍ରକାରର ଯଥା— କଞ୍ଚାଗଛକୁ କାଟି ଯେଉଁ କାଠ ସଂଗ୍ରହ କରାଯାଏ ତାକୁ ବେଟ୍ଟୁଚନ୍ଦନ ଓ ଗଛମନକୁ ଶୁଖିଗଲେ ତହିଁର କାଠରୁ ସୁକ୍କୁଡ଼ି ବୋଲାଯାଏ]