ଶ୍ରୀଖଣ୍ଡୀ

ଉଇକିଅଭିଧାନ‌ରୁ

ଶ୍ରୀଖଣ୍ଡୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପ୍ରାଦେଶିକ - (ମେଦିନିପୁର) ବିଶେଷ୍ୟ -[ସମ୍ପାଦନା]

୧. ବସ୍ତ୍ର ବିଶେଷ; ଖଣ୍ଡୁଆ; ତୁଳ. ବଙ୍ଗାଳୀ - ଶ୍ରୀଖଣ୍ଡୀ; ଶିଖଣ୍ଡୀ) —୪. A kind of coloured beet.

[ଦ୍ରଷ୍ଟବ୍ୟ — ପୂର୍ବକାଳରେ ଶ୍ରୀଖଣ୍ଡୀ ବସ୍ତ୍ର ନ ହେଲେ ପୂଜା ପ୍ରଭୁତି ମଙ୍ଗଳ କାର୍ଯ୍ୟ ହେଉ ଥିଲା]

୨. ଚିତ୍ରତ ଆସନ ବିଶେଷ —୨. A kind of sitting carpet.
୩. ଚିତା ଦେବା; ଆଲିପନା — ୩. Painting of the floor or walls with lime-water or rice paste on festive occasions
୪. ବରକନ୍ୟାଙ୍କୁ ବରଣ କରିବାର ଦେବୀ (ପ୍ରକୃତିବାଦ) —୪. The alter on which the bridegroom sits while formally faccepting the bride.