ଶ୍ରୀଗ୍ରହ

ଉଇକିଅଭିଧାନ‌ରୁ

ଶ୍ରୀଗ୍ରହ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଏଥିର ଅନ୍ୟ ନାମ—ଶକୁନି ପ୍ରପା)

ସଂସ୍କୃତ - ବିଶେଷ୍ୟ - (ଶ୍ରୀ=ଶୋଭା +ଗ୍ରହ ଧାତୁ+କର୍ତ୍ତୃ ଅ; ଯାହା ଶୋଭା ଗ୍ରହଣ କରେ ବା ଶୋଭାଯୁକ୍ତ ଅଟେ)[ସମ୍ପାଦନା]

ପକ୍ଷୀଙ୍କର ପାନୀୟ ଶାଳା —An aviary where birds drink; a drinking house for birds