ଶ୍ରୀଘର ଦେଖାଇବା

ଉଇକିଅଭିଧାନ‌ରୁ

ଶ୍ରୀଘର ଦେଖାଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଶ୍ରୀଘରକୁ ପଠା(ଠେ)ଇବା—ଅନ୍ୟରୂପ)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ -[ସମ୍ପାଦନା]

କୌଣସି ବ୍ୟକ୍ତିଙ୍କୁ ଜେଲ ଦଣ୍ଡ ଭୋଗ କରାଇବା —to cause a man to be sent to jail; to send a man to jail.