Jump to content

ଶ୍ରୀଘର ଦେଖେଇବା

ଉଇକିଅଭିଧାନ‌ରୁ

ଶ୍ରୀଘର ଦେଖେଇବା

ଉଚ୍ଚାରଣ

[ସମ୍ପାଦନା]

(ଶ୍ରୀଘରକୁ ପଠା(ଠେ)ଇବା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

କୌଣସି ବ୍ୟକ୍ତିଙ୍କୁ ଜେଲ ଦଣ୍ଡ ଭୋଗ କରାଇବା —to cause a man to be sent to jail; to send a man to jail.