ଶ୍ରୀଚନ୍ଦ୍ର

ଉଇକିଅଭିଧାନ‌ରୁ

ଶ୍ରୀଚନ୍ଦ୍ର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଜ୍ୟୋତିଷ)—(ଶ୍ରୀ ପ୍ରଦ ଚନ୍ଦ୍ର)[ସମ୍ପାଦନା]

୧ମ ଚନ୍ଦ୍ର; ମନୁଷ୍ୟ ଜୀବନରେ ଯେଉଁ ଯେଉଁ ଦିନ ଚନ୍ଦ୍ର ଜନ୍ମ ରାଶିରେ ଅବସ୍ଥାନ କଲେ; ଜନ୍ମ ଚନ୍ର —The first position of the moon which happens onec in ୧୨ days in a person's life.

[ଦ୍ରଷ୍ଟବ୍ୟ — ଆପଣା ରାଶିସଗେ ଯେଉଁଦିନ ଚନ୍ଦ୍ରଙ୍କ ଅବସ୍ଥାନ ରାଶି ଏକ ଦୋଇଥାଏ ସେହିଦିନ ଶ୍ରୀ ଚନ୍ଦ୍ର ଯୋଗ କୁହା ଯାଏ ଶ୍ରୀ ଚନ୍ଦ୍ର ସବୁକାର୍ଯ୍ୟରେ ଶୁଭ ପ୍ରଦ, ମାତ୍ର ଯାତ୍ରା, ଯୁଦ୍ଧ , ଗୃହାରମ୍ଭ , ଏହି କାର୍ଯ୍ୟ ଶ୍ରୀ ଚନ୍ଦ୍ରରେ ନିଷିଦ୍ଧ

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଶିଖ୍ ଉଦାସୀ ବାବାଜୀମାନଙ୍କ ପ୍ରଥମ ଗୁରୁ ଶିଖ ଉଦାସୀ ଧର୍ମ ସମ୍ପଦ୍ରାୟର ପ୍ରବର୍ତ୍ତକ —Name of the founder of the sect of Udāsis amongest the Sikha

[ଦ୍ରଷ୍ଟବ୍ୟ —ଏ ଶିଖମାନଙ୍କ ଆଦିଗୁରୁ ନାନକଙ୍କ ପୁତ୍ର ଏହାଙ୍କ ମାତାଙ୍କ ନାମ ସୁଲକ୍ଷଣା ଏ ଯୁବକ ଅବସ୍ଥାରେ ସଂସାର ତ୍ୟାଗ କରି ଉଦାସୀ ହେଲେ ଓ କିଛି କାଳପରେ ଉଦାସୀ ସମ୍ପଦ୍ରାୟର ସୃଷ୍ଟିକଲେ]