ଶ୍ରୀଚନ୍ଦ୍ର
ଦେଖଣା
ଶ୍ରୀଚନ୍ଦ୍ର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଜ୍ୟୋତିଷ)—(ଶ୍ରୀ ପ୍ରଦ ଚନ୍ଦ୍ର)
[ସମ୍ପାଦନା]୧ମ ଚନ୍ଦ୍ର; ମନୁଷ୍ୟ ଜୀବନରେ ଯେଉଁ ଯେଉଁ ଦିନ ଚନ୍ଦ୍ର ଜନ୍ମ ରାଶିରେ ଅବସ୍ଥାନ କଲେ; ଜନ୍ମ ଚନ୍ର —The first position of the moon which happens onec in ୧୨ days in a person's life.
[ଦ୍ରଷ୍ଟବ୍ୟ — ଆପଣା ରାଶିସଗେ ଯେଉଁଦିନ ଚନ୍ଦ୍ରଙ୍କ ଅବସ୍ଥାନ ରାଶି ଏକ ଦୋଇଥାଏ ସେହିଦିନ ଶ୍ରୀ ଚନ୍ଦ୍ର ଯୋଗ କୁହା ଯାଏ ଶ୍ରୀ ଚନ୍ଦ୍ର ସବୁକାର୍ଯ୍ୟରେ ଶୁଭ ପ୍ରଦ, ମାତ୍ର ଯାତ୍ରା, ଯୁଦ୍ଧ , ଗୃହାରମ୍ଭ , ଏହି କାର୍ଯ୍ୟ ଶ୍ରୀ ଚନ୍ଦ୍ରରେ ନିଷିଦ୍ଧ
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଶିଖ୍ ଉଦାସୀ ବାବାଜୀମାନଙ୍କ ପ୍ରଥମ ଗୁରୁ ଶିଖ ଉଦାସୀ ଧର୍ମ ସମ୍ପଦ୍ରାୟର ପ୍ରବର୍ତ୍ତକ —Name of the founder of the sect of Udāsis amongest the Sikha
[ଦ୍ରଷ୍ଟବ୍ୟ —ଏ ଶିଖମାନଙ୍କ ଆଦିଗୁରୁ ନାନକଙ୍କ ପୁତ୍ର ଏହାଙ୍କ ମାତାଙ୍କ ନାମ ସୁଲକ୍ଷଣା ଏ ଯୁବକ ଅବସ୍ଥାରେ ସଂସାର ତ୍ୟାଗ କରି ଉଦାସୀ ହେଲେ ଓ କିଛି କାଳପରେ ଉଦାସୀ ସମ୍ପଦ୍ରାୟର ସୃଷ୍ଟିକଲେ]