ଶ୍ରୀଚରଣକମଳେଷୁ

ଉଇକିଅଭିଧାନ‌ରୁ

ଶ୍ରୀଚରଣକମଳେଷୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଶ୍ରୀଚରଣେଷ୍ର—ଅନ୍ୟରୂପ)

ସଂସ୍କୃତ - ଅ (ସଂସ୍କୃତ ସପ୍ତମୀ ବିଭକ୍ତି; ବହୁବଚନ ଶ୍ରୀଚରଣମାନଙ୍କରେ; ମାନ୍ୟାର୍ଥେ ବହୁବଚନ ଅର୍ଥ)[ସମ୍ପାଦନା]

ପତ୍ରାଦିର ଶିରୋନାମାରେ ଯାହାଙ୍କ ନିକଟକୁ ପତ୍ର ଲେଖାଯାଏ ତାଙ୍କ ନାମ ବା ଉପାଧି ପ୍ରଭୁତିର ପରେ ଲେଖାଯିବା ଶବ୍ଦ —A con cluding word written at the end of the heading of a letter written at the an elder (meaning 'at the revered feet' and pur porting to meao- 'The following writ ing is submitted to the before named person.

[ଦ୍ରଷ୍ଟବ୍ୟ — ଏହାର ଅର୍ଥ 'ଶ୍ରୀଚରଣମାନଙ୍କରେ ଓ ଏହାର ତାତ୍ପର୍ଯ୍ୟ ଅମୁକଙ୍କ ଶ୍ରୀଚରଣରେ ମୁଁ ନିନ୍ନଲିଖିତ ରୂପେ ନିବେଦନ୍ କରୁଅଛି ଏହା ନିମ୍ନଲିଖିତ କ୍ରମରୋ ଲୋଖାଯାଏ— ୧ଧାଡ଼ି —ଶ୍ରୀ ବା ଶ୍ରୀଗୁରୁ ବା ଶ୍ରୀଗୁରୁ ଶରଣଂ ୨ୟ ଧାଡ଼ି —ଶ୍ରୀଳ ଶ୍ରୀଯୁକ୍ତ ଶ୍ରୀପିତୃଦେବଙ୍କ ଶ୍ରୀଚରଣ କମଳେଷୁ ୩ ୟା ଧାଡ଼ି—ସବିନୟ ନିବେଦନମିଦଂ ବା ସାଷ୍ଟାଙ୍ଗ ପ୍ରଣତିପୁରଃସର ନିବେଦନ ମିଦଂ ୪ର୍ଥ ଧାଡି— ଶିତଃ ବା ମହାଭାଗ ୫ମ ଧାଡ଼ି— ନିବେଦନର କାରଣ ଏହିକି ଇତ୍ୟାଦି'