ଶ୍ରୀଧର
ଦେଖଣା
ଶ୍ରୀଧର
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -(ଶ୍ରୀ =ଲକ୍ଷ୍ମୀ =ଧୃ ଧାତୁ = ଧାରଣ କରିବା+ କର୍ତ୍ତ. ଅ; ଯେ ଲକ୍ଷ୍ମୀଙ୍କ ଧାରଣ କରିଅଛନ୍ତି)
[ସମ୍ପାଦନା]- ୧. (ସହସ୍ର ନାମୋକ୍ତୋ) ବିଷ୍ଣୁ —୧. Bishṇu.
- ୨. ଶାଳ— ଗ୍ରାମ ଶିଳା ବିଶେଷ (ଅତି କ୍ଷୁଦ୍ର; ଦ୍ୱିଚକ୍ର, ଓ ବନମାଳା ଚିହ୍ନିତ) —୨. Name of a pebble of the Gaṇḍaki river wors hiped as Bishṇu
ଦେଶଜ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]ଲୋକଙ୍କ ନାମ —୧. Name given to males.
- ୨. ଚିଲିକାରେ ମିଳୁଥିବା ଏକପ୍ରକାର ଚିଙ୍ଗୁଡ଼ି ମାଛ —୨. A kind of shrimps (found in the Chilka lake.)