ଶ୍ରୀଧର କଥକ

ଉଇକିଅଭିଧାନ‌ରୁ

ଶ୍ରୀଧର କଥକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ନାମ)[ସମ୍ପାଦନା]

ବଙ୍ଗଦେଶର ଜଣେ ପ୍ରାଚୀନ ପ୍ରସିଦ୍ଧ ପୁରାଣକଥନ —Name of a Bengalee Purāṇa speaker (ministrel or bard) of the ୧୩th century.

[ଦ୍ରଷ୍ଟବ୍ୟ — ୧୨୨୩: ସାଲରେ ଜନ୍ମ ଗ୍ରହଣ କରିଥିଲେ ଏ କଥକ ବ୍ୟବସାୟ କରି ପୁରାଣ କଥା ଭାବଭଙ୍ଗୀ ସହ ସର୍ବଜନ ମନୋହର ଭାବରେ କହୁଥିଲେ; ନିଜେ ଶ୍ୟାମା ରାଧାକୃଷ୍ଣ ଓ ପ୍ରେମ ବିଷୟକ ସଙ୍ଗୀତ ରଚନା କରିଥିଲେ ଏବଂ ସୁଗାୟକ ଥିଲେ]