Jump to content

ଶ୍ରୀଧର ଦାସ

ଉଇକିଅଭିଧାନ‌ରୁ

ଶ୍ରୀଧର ଦାସ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ନାମ)

[ସମ୍ପାଦନା]

ଉତ୍କୃଳୀୟ କବି ବିଶେଷ — Name of an Oriya poet.

[ଦ୍ରଷ୍ଟବ୍ୟ — ଏହାଙ୍କ ଘର ବାଙ୍କିରେ ଏ କୃଷ୍ଣଙ୍କ ବାଲ୍ୟଲିଳା ବର୍ଣ୍ଣନା କରି 'କାଞ୍ଚନ ଲତା' ନାମକ ଖଣ୍ଡିଏ ଗ୍ରନ୍ଥ ଲେଖି ଥିଲେ (ତାରିଣୀ ଉତ୍କଳ ସାହିତ୍ୟ ଇତିହାସ) ଏ ଷୋଢ଼ଶ ଶତାଦ୍ଦୀର ମଧ୍ୟଭାଗରେ କବି (ଜଗବନ୍ଧୁ. ପ୍ରାଚୀନ ଉତ୍କଳ)]