ଶ୍ରୀପିଷ୍ଟ

ଉଇକିଅଭିଧାନ‌ରୁ

ଶ୍ରୀପିଷ୍ଟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

=== ସଂସ୍କୃତ - ବିଶେଷ୍ୟ - (ଶ୍ରୀ =ସରଳ ବୃକ୍ଷ+ ପିଷ୍ଟ)

୧. ସରଳ ସ୍ରାବ; ତାର୍ପିନ —୧. Turpentine.

[ଏହା ବାୟୁରୋଗ ଶିରୋରୋଗ, ଚକ୍ଷୁରୋଗ, ସ୍ୱର, ଭେଦ, କଫ, ଘର୍ମ, କଣ୍ଡୁ ଓ ବ୍ରଣ ନାଶକ]

୨. ଗନ୍ଧ ବିରିଜା; ବେଦଠାରୁ ଗଛର ଅଠାଳିଆ ରସ

[ଦ୍ରଷ୍ଟବ୍ୟ — ଏହା ପ୍ରମେହ, ଅର୍ଶ, କାଶ, କଫ, ଜ୍ୱର, କୃମି ଓ ବେଦନାନାଶକ ମୁତ୍ରକାରକ ଏହାର ପ୍ରଲେପ ଶୋଥନାଶକ ଫଳତଃ ତାର୍ପିନ ଓ ଗନ୍ଧବୀର୍ଯ୍ୟା ଏକ ବସ୍ତୁ ଏହ ହିମାଳୟ ପ୍ରଦେଶର ଦେବଦାରୁ ବୃକ୍ଷ ବିଶେଷ (long-leaved pine)ର ନିର୍ଯ୍ୟାସ ଏ ଗଛର ତୈଳବତ୍ ତରଳ ନିର୍ଯାସକୁ ଗନ୍ଧ— ବିରଜା ବୋଲାଯାଏ ଓ ଏଥିର ବାର୍ଣ୍ଣିସ ତିଆରି ହୁଏ ଗନ୍ଧବିରଜା ନିଆଁରେ ବସାଇ ସେଥିରୁ ରସ କାତିଲେ ତାକୁ ତାର୍ପିନ୍ ବୋଲା ଯାଏ ଏଥିରୁ ରୋଗନ୍ ମଧ୍ୟ ତିଆରି ହୁଏ]