ଶ୍ରୀବତ୍ସକୀ

ଉଇକିଅଭିଧାନ‌ରୁ

ଶ୍ରୀବତ୍ସକୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପୁଂ) (ଶ୍ରୀବାତ୍ସ+ ସାଦୃଶାର୍ଥେ କ; ଶ୍ରୀବତ୍ସକ= ଶ୍ରୀବତ୍ସ ପରି ଚିହ୍ନ+ଅଛି ଅର୍ଥରେ ଇନ୍; ୧ମା. ୧ବ)[ସମ୍ପାଦନା]

ଯେଉଁ ଅଶ୍ୱର ବକ୍ଷୋଦେଶରେ ଦକ୍ଷିଣାବର୍ତ୍ତି ରୋମାବଳୀ ଥାଏ —A horse having a whorl on its breast turning towards the right

[ଦ୍ରଷ୍ଟବ୍ୟ — ଏହା ଅଶ୍ୱପକ୍ଷରେ ସୁଲକ୍ଷଣ ଅଟେ]